ଧ୍ବଜା ସଂହିତାର ଉଲ୍ଲଙ୍ଘନ କରିଛନ୍ତି ରାହୁଲ: କେନ୍ଦ୍ରମନ୍ତ୍ରୀ

ଶ୍ରୀନଗର: ଆଜି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ଶେଷ ହୋଇଛି। ହେଲେ ଏହା ପୂର୍ବରୁ ରବିବାର ରାହୁଲ ଗାନ୍ଧୀ ଲାଲ ଚୌକରେ ତ୍ରିରଙ୍ଗା ଉଡାଯାଇଥିବାକୁ ନେଇ…