ଫୁଡ୍ ପଏଜଏନିଂରୁ ୭୦ ଛାତ୍ରଛାତ୍ରୀ ଅସୁସ୍ଥ, ଅନେକଙ୍କ ଅବସ୍ଥା ସଂକଟାପନ୍ନ

ଚିତ୍ତୋର ଆପୋଲୋ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟରେ ବିଷକ୍ରିୟା ଲାଗି ୭୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ଚିତ୍ତୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଂକଟାପନ୍ନ…