ବରଗଡରେ ବିଦେଶୀ ପକ୍ଷୀଙ୍କ ଭିଡ

ବରଗଡ ଜିଲ୍ଳାର ବିଭିନ୍ନ ଗାଁରେ ଏବେ ଦେଖିବାକୁ ମିଳିଛି ବିଦେଶୀ ପକ୍ଷୀଙ୍କ ସମାଗମ । ଅକ୍ଷୟ ତୃତୀୟାଠାରୁ ଏହି ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ବେଳେ, ଏମାନଙ୍କ…