ଭାରତରେ ଖୋଲିବ ବିଦେଶୀ ବିଶ୍ବବିଦ୍ୟାଳୟର ଶାଖା

ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଆସିବାକୁ ଯାଉଛି ବଡ ପରିବର୍ତ୍ତନ। ବିଦେଶରେ ଶିକ୍ଷା ଅଧ୍ୟୟନ କରିବାକୁ ଅକ୍ଷମ ଛାତ୍ରଛାତ୍ରୀ ଦେଶରେ ଏହି ସୁବିଧା ପାଇପାରିବେ। ଆଗକୁ ୟେଲ, ଅକ୍ସଫୋର୍ଡ,…