ଦକ୍ଷିଣକୋରିଆରେ ଭୟଙ୍କର ବନାଗ୍ନି ,ଏକର ଏକର ଜମିରେ ନିଆଁ

ଦକ୍ଷିଣ କୋରିଆରେ ଭୟଙ୍କର ବନାଗ୍ନି ବ୍ୟାପିଥିବା ବେଳେ ଏହାକୁ ନିୟନ୍ରଣ କରିବା ସମ୍ଭବ ହେଉନଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏହା  ଦେଶର ଦକ୍ଷିଣାଞ୍ଚଳରେ ଧ୍ୱଂସଲୀଳା ସୃଷ୍ଟି…