ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଲେ ନୀରଜ ଚୋପ୍ରା

ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଛନ୍ତି ଜାଭେଲିନ ଆଥଲେଟ ନୀରଜ ଚୋପ୍ରା। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ନୀରଜ ଆହତ ହୋଇଥିଲେ। ଏହି ଆହତ କାରଣରୁ ବର୍ମିହୋମରେ ଅନୁଷ୍ଠିତ…