ଛୋଟା ରାଜନ ଗ୍ୟାଙ୍ଗର ସଦସ୍ୟ ଭୁପ୍ପି ଗିରଫ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଛୋଟା ରାଜନ ସଂଗଠନର ଜଣେ ସଦସ୍ୟ ଭୁପେନ୍ଦ୍ର ଓରଫ ଭୁପ୍ପିକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଉତ୍ତରାଖଣ୍ଡର ହଲ୍‌ଦ୍ବିନୀ ଜିଲ୍ଲାରୁ ଭୁପିକୁ ଗିରଫ କରାଯାଇଛି।…