ପାରାଦୀପରେ ଆମୋନିଆ ଗ୍ୟାସ ଲିକ୍ ,୪ଜଣ ଅସୁସ୍ଥ

ପାରାଦୀପ ଆଇସ୍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି । ଫଳରେ ୪ ଜଣ ସାମାନ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି । ଗଡ଼ ଇଣ୍ଡଷ୍ଟ୍ରିଆଲ ଏରିଆରେ ଦେଖିବାକୁ ମିଳିଛି…