୫ ବିଦେଶୀ ସଂକ୍ରମିତ ଚିହ୍ନଟ

ପାଟନା: ଗୟା ବିମାନ ବନ୍ଦରରେ ହୋଇଥିବା ଆରଟିପିସିଆର ଟେଷ୍ଟରୁ ୪ ବିଦେଶୀ ନାଗରିକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ହୋଟେଲରେ ଆଇସୋଲେସନରେ ରଖା ଯାଇଛି।…