ପାକିସ୍ତାନର ପ୍ରଥମ ହିନ୍ଦୁ ଝିଅ ହେଲେ ଡିଏସପି

ନୂଆଦିଲ୍ଲୀ: ପାକିସ୍ତାନର ଏକ ପଛୁଆ ଓ ଛୋଟ ଜିଲ୍ଲାର ଜଣେ ହିନ୍ଦୁ ଝିଅ ଡିଏସପି ହେବାର ସୌଭାଗ୍ୟ ହାସଲ କରିଛନ୍ତି। ସିନ୍ଧ ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ…