ଦୁଇ ଦିନରେ ଦୁଇ ପାକ ଆତଙ୍କୀଙ୍କୁ ୟୁଏନଏସସିରେ ସୁରକ୍ଷା ଦେଇଛି ଚୀନ

ନୂଆଦିଲ୍ଲୀ: ଭାରତ ଓ ଆମେରିକା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ଆତଙ୍କୀଙ୍କୁ ଚୀନ ଦେଉଛି ସୁରକ୍ଷା। ଗତ ଦୁଇ ଦିନରେ ଦୁଇ ଜଣଙ୍କୁ ଗ୍ଲୋବାଲ ଟେରଣିଷ୍ଟ…