ନଳକୂପରୁ ବାହାରୁଛି ସୁନା ଗୁଣ୍ଡ

ବଲାଙ୍ଗିର: ନଳକୂପରୁ ବାହାରୁଛି ସୁନା କଣିକା । ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ନିକଟ ଛଞ୍ଚାଣବାହାଲ ଗ୍ରାମରେ । ପାଣି…