ଚଳିତ ସପ୍ତାହରେ ମୁମ୍ବାଇ ଏୟାରପୋର୍ଟରୁ ୧୫ କେଜି ସୁନା ଜବତ

ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରେ  କଷ୍ଟମ ବିଭାଗ ୧୫ କେଜି ସୁନା ଜବତ କରିଛି।  ଚାରୋଟି ମାମଲାରେ ଏହି ସୁନା ଜବତ ହୋଇଥିବା ବେଳେ ଏହାର  ମୂଲ୍ୟ ୭.୮୭…