ଜ୍ଞାନବାପୀ ମସଜିଦ ମାମଲାର ଆସନ୍ତା ୧୪ରେ ପରବର୍ତ୍ତୀ ଶୁଣାଣି

ବାରାଣସୀ:  ବାରାଣସୀସ୍ଥିତ ଜ୍ଞାନବାପୀ ମସଜିଦର ତଥାକଥିତ ଶିବଲିଙ୍ଗର ବୈଜ୍ଞାନିକ ଯାଞ୍ଚକୁ ନେଇ ମୁସଲମାନ ପକ୍ଷର ଅଞ୍ଜୁମନ ଇନ୍ତଜାମିୟା ମସଜିଦ କମିଟି ନିଜ ପକ୍ଷ ଉପସ୍ଥାପନ କରିଛି। ମୁସଲମାନ…