ହାବସପୁରୀ କଳାକୁ ବଞ୍ଚାଇବା ପାଇଁ ନିଆରା ପ୍ରୟାସ

କଳାହାଣ୍ଡି: କଳାହାଣ୍ଡି ବିଶ୍ବ ବିଦ୍ୟାଳୟର ଛାତ୍ରଛାତ୍ରୀ ପିନ୍ଧିବେ ହାବସପୁରୀ କପଡ଼ାର ୟୁନିଫର୍ମ । ବୁଡି ଯାଉଥିବା ହାବସପୁରୀ କଳାକୁ ବଞ୍ଚାଇବା ପାଇଁ ନିଆରା ପ୍ରୟାସ ଆରମ୍ଭ ହୋଇଛି…