ପୁଣି ହାଲ ବିମାନରେ ଲାଗିଲା ହନୁମାନ ଷ୍ଟିକର

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏରୋ ଇଣ୍ଡଆ ସୋରେ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ବା ହାଲର ଏକ ପ୍ରୋଟୋଟାଇପ ବିମାନରୁ ହନୁମାନ ଷ୍ଟିକର ହଟାଇ ଦିଆଯାଇଥିଲା। ହେଲେ ସୋର ଅନ୍ତିମ…