ହେଟ୍ ସ୍ପିଚ୍ ମାମଲାରେ ଆଜମ୍ ଖାନଙ୍କୁ ୩ ବର୍ଷ ଜେଲଦଣ୍ଡ

ରାମପୁର: ସମାଜବାଦୀ ପାର୍ଟି ନେତା ଆଜମ୍ ଖାନଙ୍କୁ ରାମପୁର କୋର୍ଟ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ହିଂସା ଉଦ୍ରେକକାରୀ ଭାଷଣ ମାମଲାରେ କୋର୍ଟ ତାଙ୍କୁ ଦୋଷୀ…