ନିଶିକାନ୍ତ ଦୁବେଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଚେତାଇଦଲେ ସୁପ୍ରିମକୋର୍ଟ

ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। ବିଚାରବିଭାଗ ଓ ପ୍ରଧାନ ବିଚାରପତିଙ୍କ ଉପରେ ନିଶିକାନ୍ତ କରିଥିବା ମନ୍ତବ୍ୟ ଦାୟିତ୍ୱହୀନତାର ଶୀର୍ଷରେ ବୋଲି ଟିପ୍ପଣୀ କରିଛନ୍ତି…