ହିଜାବ ବ୍ୟାନ ପରେ ୧୭ହଜାର ଛାତ୍ରୀ ସ୍କୁଲ ଛାଡିଛନ୍ତି

ନୂଆଦିଲ୍ଲୀ: ହିଜାବ ବ୍ୟାନ ମାମଲାରେ ଶୁଣାଣି କାଳରେ ଯାଚିକାକର୍ତ୍ତାଙ୍କୁ ପ୍ରଶ୍ନ କରାଯାଇଥିଲା କି, କଣ ହିଜାବ ବ୍ୟାନ  ନିଷ୍ପତ୍ତି କାରଣରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ଛାଡିଥିବାର କୌଣସି ବାସ୍ତବ…