ମସଜିଦ୍ ପ୍ରବେଶ ଦ୍ୱାରରେ କାଠଗଣ୍ଡି ପୁରାଇଲେ- ପରମ୍ପରା ନା ସାମ୍ପ୍ରଦାୟିକ ବିଦ୍ୱେଷ!

ମହାରାଷ୍ଟ୍ରର ରତ୍ନଗିରିରେ ହୋଲି ଅବସରରେ ମସଜିଦ୍ ଉପରେ ଆକ୍ରମଣ ଘଟଣାକୁ ନେଇ ଘମାସାନ ହୋଇଛି ରାଜନୀତି। ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଓ୍ୱେସି ଆରୋପ ଲଦିଛନ୍ତି ଯେ, ପୁଲିସ…