ଆଇସିୟୁରେ ଅଗ୍ନିକାଣ୍ଡ- ୮ ମୃତ

ଟ୍ରମା ସେଣ୍ଟରର ଆଇସିୟୁରେ ରବିବାର ବିଳମ୍ୱିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ସର୍ଟ ସର୍କିଟରୁ ଲାଗିଥିବା ନିଆଁରେ ୮ ରୋଗୀଙ୍କ ଜୀବନ ଚାଲିଗଲା। ମୃତକଙ୍କ ଭିତରେ ୩ ମହିଳା…