୫-ଟି ଉଚ୍ଚ ବିଦ୍ୟାଳୟ ରୁପାନ୍ତରୀକରଣ ପ୍ରସ୍ତୁତି ବୈଠକ

Spread the love

ଜୟପୁର : ଉଚ୍ଚ ବିଦ୍ୟାଳୟ ରୁପାନ୍ତରୀକରଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଜନା ଉଚ୍ଚ ବିଦ୍ୟାଳୟ ବାରିଣିପୁଟ ଠାରେ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବିଦ୍ୟାଳୟ ୫-ଟି ରେ ରୁପାନ୍ତରିତ ହୋଇଛି । ଏଠାରେ ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ତିଳୋତମା ମୁଦୁଲି, ବ୍ଲକର ସହକାରି ନିର୍ବାହୀ ଯନ୍ତ୍ରୀ ବିଶ୍ୱ ନାଥ ପାତ୍ର, ପ୍ରକଳ୍ପର ବରିଷ୍ଠ ସାଧାରଣ ପରିଚାଳକ କମଳା କାନ୍ତ ପାତ୍ର, ୫-ଟି ରୁପାନ୍ତରୀକରଣ ସହ ଓପନ ଅଡିଟରିୟମ, ଡାଇନିଙ୍ଗ ହଲ ମିଟିଙ୍ଗ ହଲ ଆଦି ନିର୍ମାଣ କରିବାକୁ ବିଧାୟକ ବାହିନିପତି ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *