ମାନବ ତସ୍କରୀ ନାଁରେ ୧୫ଶହ ଝିଅ ବିକ୍ରି!

ଏନଜିଓ ଆଢୁଆଳରେ ମାନବ ତସ୍କରୀ କରୁଥିଲେ। ସାମୂହିକ ବିବାହ ଆୟୋଜନ ଆଳରେ ୧୫ଶହରୁ ଅଧିକ ଝିଅଙ୍କୁ ବିକ୍ରି କରିଥିଲେ। ରାଜସ୍ଥାନର ଜୟପୁରରୁ ମାନବତସ୍କରୀର ବଡ଼ ଗୁମର ଖୋଲିବା…