ଦେଶର ପ୍ରଥମ ମୁସଲମାନ ମହିଳା ଯୁଦ୍ଧ ବିମାନ ପାଇଲଟ

ନୂଆଦିଲ୍ଲୀ: ସାନିଆ ମିର୍ଜା! ଇଏ ଟେନିସ ଖେଳାଳି ନୁହଁନ୍ତି। ଉତ୍ତର ପ୍ରଦେଶର ଜଶୋଭର ପରି ଏକ ଗାଁରେ ଜନ୍ମିତ ସାନିଆ। ଏବେ ଅନେକ ଯୁବତୀଙ୍କ ଆଦର୍ଶ ହେବାକୁ…