ରାଜା ଚକ୍ରର ସୁରକ୍ଷା କବଚ ସାଜିଥିଲା କିଏ?

ରାଜା ଚକ୍ରର ବେଆଇନ କାର୍ଯ୍ୟକଳାପ ବାବଦରେ ନବୀନ ଓ ପାଣ୍ଡିଆନଙ୍କୁ ଜଣାଇଥିଲେ ବଦ୍ରି ପାତ୍ର। ବିସ୍ତୃତ ରିପୋର୍ଟ ବି ଲିଖିତ ଭାବେ ଦେଇଥିଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ…