ବ୍ରିଟିସ୍‌ ଦ୍ୱୀପକୁ ଧକ୍କା ଦେବ ହିମଶୈଳ !

ବ୍ରିଟିସ୍‌ ଦ୍ୱୀପକୁ ଧକ୍କା ଦେଇପାରେ ବିଶ୍ୱର ବୃହତ୍ତମ ହିମଶୈଳ । ବିଶ୍ୱର ସର୍ବବୃହତ୍ ହିମଶୈଳ ଆଣ୍ଟାର୍କଟିକାରୁ ବିଚ୍ଛିନ୍ନ ହେବା ପରେ ଆଟଲାଣ୍ଟିକ ମହାସାଗରରେ ପ୍ରବାହିତ ହୋଇ ବ୍ରିଟିସ…