ଜେଇଇ ଆଡ଼ଭାନ୍ସ ରେଜଲ୍ଟ- ରଜିତ ଗୁପ୍ତା ଟପ୍ପର

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୫ରେ ରେଜଲ୍ଟ। ଟପ୍ପର ହୋଇଛନ୍ତି ରଜିତ ଗୁପ୍ତା। ୩୬୦ ମାର୍କରୁ ସେ ୩୩୨ ମାର୍କ ରଖି ରାଙ୍କ ଓ୍ୱାନ ହାସଲ କରିଛନ୍ତି।…