୧୪ ଦେଶ ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ ବୋମା- ଆଗକୁ ଭାରତର ପାଳି!

୧୪ ଦେଶକୁ ଟାରିଫ ବୃଦ୍ଧିର ଲେଟର ପଠାଇଲେ ଟ୍ରମ୍ପ। ୧୪ ଦେଶ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ। ଏହି ନୂଆ ଟାରିଫ ଅଗଷ୍ଟ…