ଇଣ୍ଡେକ୍ସ ଅନିୟମିତତା କରି ଅଡ଼ୁଆରେ jane street- ହେରାଫେରିରୁ ମୁନାଫା ରାଶି ୪ହଜାର୪୮୮ କୋଟି ଫେରସ୍ତ ଲାଗି ସେବିର ନିର୍ଦେଶ

ଇଣ୍ଡେକ୍ସ ମ୍ୟାନିପୁଲେସନ କରି ବ୍ଯାନ୍ ହେଲା ଜେନ ଷ୍ଟ୍ରିଟ୍ କମ୍ପାନୀ। ଏକ୍ସପାଏରୀ-ଡେ ଇଣ୍ଡେକ୍ସ ହେରଫେର ମାମଲାରେ ସେବି ଏହି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହ…