ନିର୍ବାଚନ ଲଢିବାକୁ ଅଯୋଗ୍ୟ ହେଲେ ଇମରାନ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିର୍ବାଚନ ଲଢିପାରିବେ ନାହିଁ। ପାକିସ୍ତାନର ନିର୍ବାଚନ ଆୟୋଗ ତାଙ୍କୁ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷିତ କରିଦେଇଛନ୍ତି। ତୋଶଖାନା ମାମଲାରେ…