ଯୁଦ୍ଧ ବେଳେ ଆଇପିଏଲ ସସପେଣ୍ଡ

ଭାରତ-ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ସସପେଣ୍ଡ ହେଲା ଆଇପିଏଲ। ସମସ୍ତ ବିଦେଶୀ ଖେଳାଳୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯାଇଛି। ବିଦେଶୀ ଖେଳାଳୀଙ୍କ ନିରାପଦ ଭାବେ ଫେରିବାକୁ ବିସିସିଆଇ ବି…