ଭାରତ-ବାଂଲାଦେଶ ମଧ୍ୟରେ ୭ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ:  ଭାରତ-ବାଂଲାଦେଶ ମଧ୍ୟରେ ୭ ଟି ପ୍ରମୁଖ ପ୍ରସଙ୍ଗକୁ ନେଇ ହୋଇଛି ଚୁକ୍ତିନାମା। ଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…