ଜଳବାୟୁ ପରିବର୍ତ୍ତନ: ସର୍ବାଗ୍ରରେ ଭାରତ

ନୂଆଦିଲ୍ଲୀ: ବିଶ୍ବ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ବା ସିସିପିଆଇରେ ଭାରତକୁ ଶୀର୍ଷ ୫ ଦେଶ ମଧ୍ୟରେ ଓ ଜି-୨୦ ଦେଶମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ମିଳିଛି।…