ସିଡନୀରେ ଭାରତର ବିଜୟ- ରୋହିତ କୋହଲି ଯୋଡ଼ି କଲେ କମାଲ- ସିରିଜ୍ ନେଲା ଅଷ୍ଟ୍ରେଲିଆ

ସିଡନୀରେ ଭାରତର ଦମଦାର ବିଜୟ। ତୃତୀୟ ଏକଦିବସୀୟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ରୋହିତଙ୍କ ଅପରାଜିତ ୧୨୧ ରନ୍ ଓ କୋହଲିଙ୍କ…