ଟି-ଟ୍ୱେଣ୍ଟି ବିଶ୍ୱକପ : ଭାରତ-ଆମେରିକା ଫାଇଟ୍

ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ଭାରତ-ଆମେରିକା ଫାଇଟ୍। ନ୍ୟୁୟର୍କରେ ରାତି ୮ଟାରେ ପ୍ରଥମ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ। ଭାରତ ଲଗାତାର ଦୁଇଟି ମ୍ୟାଚରେ…