ଭାରତ ସହ ଶାନ୍ତି କଥାବାର୍ତ୍ତା କରିବାକୁ ଆଗ୍ରହ ଦେଖାଇଲେ ସରିଫ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ ମୁଣ୍ଡ ନୁଆଁଇଲେ। ଭାରତ ସହ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ବୋଲି ଆଗ୍ରହ ଦେଖାଇଛନ୍ତି ସରିଫ। ତାଙ୍କର ଏହି ପ୍ରସ୍ତାବରେ ଜମ୍ମୁ-କାଶ୍ମୀର,…