ଆଇଟି ରିଟର୍ଣ୍ଣ ଭରୁଥିଲେ କଟିବନି ରାସନକାର୍ଡ!

କେଉଁ ଆୟକରଦାତାଙ୍କ କଟିବନି ରାସନକାର୍ଡ? ଇ-କେଓ୍ୱାଇସି ବେଳେ ଆୟକର ଦେଉଥିବା ଲୋକଙ୍କ ରାସନକାର୍ଡ କଟିଯାଉଛି। ଆୟକରଦାତାଙ୍କ ମାନଦଣ୍ଡ ନିରୂପଣ ନେଇ ସ୍ପଷ୍ଟ କରୁନାହାନ୍ତି ସରକାର। ଜିରୋ ରିଟର୍ଣ୍ଣ…