ଦୁଇ ଦିନିଆ ଗସ୍ତରେ ଆସିବେ ନଡ୍ଡା

ଭୁବନେଶ୍ବର: ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଏଥିଲାଗି ବିଜେପି ଶିବିର ଚଳଚଞ୍ଚଳ। ଦୁଇ ଦିନିଆ ଗସ୍ତରେ ଆସୁଥିବା ନଡ୍ଡାଙ୍କ ବିସ୍ତୃତ କାର୍ଯ୍ୟସୂଚୀ ସ୍ଥିର ହୋଇଛି।…