ବିଲୁଆ ଆତଙ୍କ : ୨୦ରୁ ଉର୍ଦ୍ଧ୍ୱ ଆହାତ

ଗଞ୍ଜାମ ଜିଲ୍ଲା ପୋଲସରାରେ ବିଲୁଆ ଆତଙ୍କ। ପୋଲସରା ରେଞ୍ଜ ଅଧିନ ହାତୀଓଟ, ଯେମାଦେଇପୁର, ପ୍ରାଣପୁରଦେଇପୁର ଗାଁରେ ଆତଙ୍କ ଖେଳାଇଛି ବିଲୁଆ। ଫଳରେ ବିଲୁଆ ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ୱ…