ବ୍ୟବସ୍ଥାପିକାର କାର୍ଯ୍ୟଧାରା ଉପରେ ନ୍ୟାୟପାଳିକା ଅଯଥା ହସ୍ତକ୍ଷେପ ନ କରୁ

() ଗଣତନ୍ତ୍ରର ମନ୍ଦିର ମଳିନ ହେଲାଣି। ନିର୍ବାଚିତ ସଦସ୍ୟ ଜନତା ଆଖିରେ ଉପହସିତ ହେଲେଣି। ନିଜର ଆଚରଣକୁ ସୁଧାରନ୍ତୁ। ରାସ୍ତା ବାହାର କରିବାକୁ ପଡ଼ିବ। ବିକଳ୍ପ ନାହିଁ।…