ଜମ୍ମୁ ଜେଲ ଡିଜିଙ୍କ ଗଳାକାଟି ହତ୍ୟା, ଘରୋଇ ସହାୟକ ଉପରେ ସନ୍ଦେହ

ଶ୍ରୀନଗର:  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜମ୍ମୁ ଗସ୍ତ କାଳରେ ଜମ୍ମୁ ଜେଲ ଡିଜିଙ୍କୁ ନିର୍ମମ ହତ୍ୟା। ଜମ୍ମୁ କଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ଗଳା…