ଜାପାନ ଆମ୍ବାସୀରେ ବିଦେଶମନ୍ତ୍ରୀ

ବିଦେଶ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଦିନ ଜାପାନ  ଆମ୍ବାସୀକୁ ଗସ୍ତ କରିଛନ୍ତି। ଆମ୍ବାସୀରେ ଜାପାନ ରାଜଦୂତ ସାତୋସି ସୁଜୁକିଙ୍କୁ ଭେଟି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ…