ମା’ ପୁଅ ହେବେ ଅଫିସର…ଏକାସାଙ୍ଗରେ ପାସ କଲେ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷା

ମା ପୁଅ ଏକାସାଙ୍ଗରେ ଅଫିସର। ଏକକାଳୀନ ପାସ କଲେ ପବ୍ଲିକ ସର୍ଭିସ୍ କମିଶନ ପରୀକ୍ଷା । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନାଁ। ହଁ ଆମେ କହୁଛୁ…