ଯୋଶୀମଠରେ ବଢୁଛି ବିପଦ

() ଦବୁଛି ଯୋଶୀମଠ। ମାଟିରେ ମିଶିବ ଯୋଶୀମଠର ଦୁଇଟି ହୋଟେଲ। ଦବିବାକୁ ଯାଉଥିବା ଉତ୍ତରାଖଣ୍ଡର ଯୋଶୀମଠ ସହରରେ ଥିବା ବିପଦସଙ୍କୁଳ ହୋଟେଲଗୁଡିକ ସାତ ଦିନ ମଧ୍ୟରେ ଭଙ୍ଗାଯିବ।…