ଆଜିଠାରୁ ଜୋଶୀମଠରେ ଆରମ୍ଭ ହେଉଛି କୋଠା ଭଙ୍ଗା କାର୍ଯ୍ୟ

ଜୋଶୀମଠ: ଉତ୍ତରାଖଣ୍ଡର ଜୋଶୀମଠ ଅଞ୍ଚଳରେ ଥିବା କୋଠାବାଡିରେ ଫାଟ ବଢିବା ସହ ଭୁଶୁଡିବା ମଧ୍ୟ ଆରମ୍ଭ ହେବା ପରେ ମଙ୍ଗଳବାରଠାରୁ ସେଠାରେ ବିପଦଶଙ୍କୁଳ କୋଠାବାଡିକୁ ଭାଙ୍ଗିବା କାର୍ଯ୍ୟ…