ସୁପ୍ରିମ କୋର୍ଟରେ ସମାବେଶୀ ବିବିଧତା ବଢାଇବାକୁ କଲେଜିୟମର ନୂଆ ତର୍କ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ କଲେଜିୟମ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଗୁଜୁରାଟ ହାଇକୋର୍ଟକୁ ଜଣେ ଦିବ୍ୟାଙ୍ଗ ଓକିଲଙ୍କୁ ଓ ଗୌହାଟି ହାଇକୋର୍ଟରେ ଜନଜାତି ଓକିଲଙ୍କୁ…