ଏପ୍ରିଲ ୩ ଯାଏ ନ୍ୟାୟିକ ହାଜତରେ ରହିବେ ସିସୋଦିଆ

ନୂଆଦିଲ୍ଲୀ: ଥମୁନି ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ସୋମବାର ଦିନ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ମନୀଷଙ୍କ ନ୍ୟାୟିକ ହାଜତ ମିଆଦକୁ ୧୪ ଦିନ…