ଟ୍ରେନରୁ ୩ ଘଣ୍ଟା କୁଆଡ଼େ ଗାଏବ ହୋଇଯାଇଥିଲେ ଜୁଏଲ?

‘ଟ୍ରେନରୁ ୩ ଘଣ୍ଟା କୁଆଡ଼େ ଗାଏବ ହୋଇଯାଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ଅଚାନକ ଗାଏବ ହେବାକୁ ନେଇ ଚାରିଆଡ଼େ ହଇଚଇ ଖେଳିଯାଇଥିଲା।…