ଲାଞ୍ଚ ମାମଲା- ୧୭ ବର୍ଷ ପରେ ଦୋଷମୁକ୍ତ ହେଲେ ବିଚାରପତି

ଦୁର୍ନୀତି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହେଲେ ଜଷ୍ଟିସ ନିର୍ମଳ ଯାଦବ। ୨୦୦୮ରେ ଏକ ଭ୍ରଷ୍ଟାଚାର ମାମଲାର ଶୁଣାଣୀ କରି ଜଷ୍ଟିସ ଯାଦବଙ୍କୁ ଦୋଷମୁକ୍ତ କରିଛନ୍ତି ସିବିଆଇ କୋର୍ଟ।…