କାଳବୈଶାଖୀ ତାଣ୍ଡବ, ବଜ୍ରପାତରେ ଜଳିଗଲା ୪ ବଖରା ଘର

ଢେଙ୍କାନାଳରେ କାଳବୈଶାଖୀ ତାଣ୍ଡବ। ପରଜଙ୍ଗ ଥାନା ବସୋଈ ଗ୍ରାମର ହରିଜନ ବସ୍ତିରେ ବଜ୍ରପାତରେ ୪ ବଖରା ଘର ସମ୍ପୂର୍ଣ ଜଳିଯାଇଛି l ସୂଚନା ମୁତାବକ, ବସୋଈ ଗ୍ରାମର…